Wikimedia Foundation Confidentiality Agreement for Nonpublic Information

From Wikimedia Foundation Governance Wiki
This page is a translated version of the page Legal:Confidentiality agreement for nonpublic information and the translation is 44% complete.
Outdated translations are marked like this.

ଗୋପନୀୟତା ଚୁକ୍ତି - ବ୍ୟକ୍ତିଗତ ସୂଚନା

ୱିକିମେଡ଼ିଆ ଆନ୍ଦୋଳନକୁ ଆପଣ ମୂଲ୍ୟବାନ ଏବଂ ଗୁରୁତ୍ତ୍ବପୂର୍ଣ୍ଣ ସେବା ଓ ସହାୟତା ଯୋଗାଇ ଆସୁଛନ୍ତି, ଏବଂ ଆମ ପ୍ରକଳ୍ପର ସଫଳତା ଆପଣଙ୍କ ପରି ସ୍ବୀକୃତିପ୍ରାପ୍ତ ୱିକିମେଡ଼ିଆ ଗୋଷ୍ଠୀ ସଦସ୍ୟଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରୁଛି୤ ଏହା ବଦଳରେ, ଆପଣଙ୍କ ଉପରେ ଅନେକ ବ୍ୟକ୍ତିଗତ ଗୋପନୀୟ ସୂଚନା, ଯେଉଁଥିରେ ସଦସ୍ୟମାନଙ୍କ ବ୍ୟକ୍ତିଗତ ସୂଚନା ରହିଛି ପାଇଁ ନିର୍ଭର କରିବାକୁ ପଡୁଛି୤ ଏହି ଚୁକ୍ତି ୱିକିମେଡ଼ିଆ ପ୍ରକଳ୍ପ ଏବଂ ଆପଣଙ୍କ ମଧ୍ୟରେ ଗୋପନୀୟତା ରକ୍ଷା କରିବା ହେତୁ ଏକ ପାରସ୍ପରିକ ବୁଝାମଣା୤ ଡିଜିଟାଲ ବ୍ୟବସ୍ଥାରେ ଏହି ଦସ୍ତାବେଜକୁ ଆପଣ ସ୍ବାକ୍ଷର କରି ଉପସ୍ଥାପନ କରି ପ୍ରମାଣିତ କରୁଛନ୍ତି ଯେ ଆପଣ ଅନ୍ତତଃ X ବର୍ଷ ବୟସର ଏବଂ ଆପଣ ସମସ୍ତ ସୂଚନାକୁ ଭଲଭାବରେ ପଢ଼ିଛନ୍ତି ଏବଂ ଏହାର ଗୋପନୀୟତା ଚୁକ୍ତିକୁ ମାନିବାକୁ ବଚନବଦ୍ଧ ହେଉଛନ୍ତି, ଯାହା ଆପଣ ଏବଂ ୱିକିମେଡ଼ିଆ ପ୍ରକଳ୍ପ ମଧ୍ୟରେ ହେଉଛି୤

ବ୍ୟକ୍ତିଗତ ସୂଚନା ବ୍ୟକ୍ତିଗତ ସୂଚନା ହେଉଛି ଗୋପନୀୟ ତଥ୍ୟ, ଯେଉଁଥିରେ ସଦସ୍ୟଙ୍କ ବ୍ୟକ୍ତିଗତ ସୂଚନା, ଯାହା ଆପଣ ୱିକିମେଡ଼ିଆ ଦ୍ବାରା ଦିଆଯାଇଥିବା ଟୁଲ୍ ବ୍ୟବହାର କରି, କିମ୍ବା ଅନ୍ୟ ସଦସ୍ୟମାନଙ୍କ ଠାରୁ ପାଇଥାନ୍ତି୤ "ବ୍ୟକ୍ତିଗତ ସୂଚନା" ୱିକିମେଡ଼ିଆର ଗୋପନୀୟ ପଲିସୀ ଦ୍ବାରା ପ୍ରକାଶିତ, ବ୍ୟକ୍ତିଗତ ସୂଚନା ଅନ୍ତର୍ଭୁକ୍ତ, ଆଇପି ଆଡ୍ରେସ୍ ଏବଂ ଅନ୍ୟ ସୂଚନା ଯାହାଦ୍ବାରା ଜଣେ ସଦସ୍ୟର ଗୋପନୀୟତା ଖଣ୍ଡନ ହୋଇପାରେ, କିମ୍ବା ଯାହା ସର୍ବସାଧାରଣରେ ପ୍ରକାଶ ଯୋଗ୍ୟ ନୁହେଁ୤ ସଦସ୍ୟ ନିଜେ ଯାହା ସମସ୍ତଙ୍କ ପାଇଁ ଖୋଲା ଛାଡ଼ିଥାନ୍ତି ସେହିପ୍ରକାରର ସୁଚନା ଏଥିରେ ଅନ୍ତର୍ଭୂକ୍ତ ନାହିଁ୤

Exceptions to nonpublic personal data.

Nonpublic personal data does not include any information which (a) was publicly available at the time of disclosure; (b) became publicly available after disclosure without breach of this policy by you; (c) was in your possession before disclosure, as evidenced by your written records, and was not part of an earlier confidential provision of a Wikimedia policy; or (d) is required by law to be disclosed by you, but you promise to give the Wikimedia Foundation prompt notice of such legal requirement and comply with any protective order imposed on such disclosure.

ସ୍ବୀକୃତ ଗୋଷ୍ଠୀ ସଦସ୍ୟ ସ୍ବୀକୃତ ଗୋଷ୍ଠୀ ସଦସ୍ୟମାନେ ୱିକିମେଡ଼ିଆର ବ୍ୟବହାରକାରୀ ଯେଉଁମାନେ ୱିକିମେଡ଼ିଆ ଗୋପନୀୟତା ପଲିସି ଦ୍ବାରା ଏକ ମୂଳତଃ ଗୋଷ୍ଠୀ ବା ପ୍ରକଳ୍ପ ଦ୍ବାରା ପରିଚାଳିତ୤ ଏଥିରେ ଅନ୍ତର୍ଭୂକ୍ତ ଅଛନ୍ତି ୱିକିମେଡ଼ିଆ ସଦସ୍ୟ ଯେଉଁମାନେ ଅନ୍ୟ ସଦସ୍ୟମାନଙ୍କ ବ୍ୟକ୍ତିଗତ ସୂଚନା ଦେଖିବାପାଇଁ ସମସ୍ତ ପ୍ରକାର ଟୁଲ୍ ବ୍ୟବହାର କରୁଛନ୍ତି, ଏବଂ ପରିଚାଳକଙ୍କ ଦ୍ବାରା ବହିଷ୍କୃତ ସୂଚନା ମଧ୍ୟ ପାଉଛନ୍ତି୤ ସ୍ବୀକୃତ ୱିକିମେଡ଼ିଆ ସଦସ୍ୟ ମାନଙ୍କ ମଧ୍ୟରେ ଅଛନ୍ତି ଓଭରସାଇଟରସ୍, ଚେକ୍ ୟୁଜର୍ସ୍, ଭଲ୍ୟୁଣ୍ଟିୟର୍ ଡେଭେଲପର୍ସ୍ ଏବଂ ଅନ୍ୟାନ୍ୟ୤

ବ୍ୟକ୍ତିଗତ ସୂଚନାର ସୁରକ୍ଷା୤ ଆପଣ ରାଜି ଅଛନ୍ତି :

  • ଗୋପନୀୟତା ପଲିସି ମାନିବା ପାଇଁ; the ବ୍ୟକ୍ତିଗତ ସୂଚନା ପଲିସି; ଏବଂ ବ୍ୟକ୍ତିଗତ ସୂଚନାକୁ ସରକ୍ଷାପାଇଁ କରାଯାଇଥିବା ଅନ୍ୟ କୌଣସି ବ୍ୟବହାର୍ଯ୍ୟ ଏବଂ ନିର୍ବିରୋଧ ଗୋଷ୍ଠୀ ପଲିସି୤
  • ଏହି ପଲିସୀ ଅନ୍ତର୍ଭୂକ୍ତ ନିର୍ଦ୍ଦେଶ ବ୍ୟତୀରେକ ବ୍ୟକ୍ତିଗତ ସୂଚନା କାହାକୁ ଜଣାନ୍ତୁ ନାହିଁ;
  • ଅନଧିକୃତ ପ୍ରବେଶ ଏବଂ ବ୍ୟବହାରରୁ ନିଜ ଏକାଉଣ୍ଟକୁ ପର୍ଯ୍ୟାପ୍ତ ସୁରକ୍ଷା ଦିଅନ୍ତୁ;
  • ବ୍ୟକ୍ତିଗତ ସୂଚନାକୁ ଦେଖିବା, ବ୍ୟବହାର କରିବା ଏବଂ ଅନ୍ୟକୁ ଜଣାଇବା ଆଦି, ନିଜର ୱିକିମେଡ଼ିଆ ସଦସ୍ୟତା ଅନ୍ତର୍ଭୂକ୍ତ ଅଧିକାରର ସୀମାରେ ରହି କରନ୍ତୁ; ଏବଂ
  • ଯଦି ବ୍ୟକ୍ତିଗତ ସୂଚନା ଆଇନ ବ୍ୟବସ୍ଥା କିମ୍ବା ଅନ୍ୟ କୌଣସି ସୂତ୍ରକୁ ପ୍ରଘଟ ହୋଇଯାଏ ତେବେ ସୂଚନା ଦିଅନ୍ତୁ ଏବଂ ୧୦ ଦିନ ମଧ୍ୟରେ ଏହାର କାରଣ ସମ୍ବନ୍ଧରେ ଲେଖି ଜଣାନ୍ତୁ୤

ଉଲ୍ଲଙ୍ଘନ ୤

ଆପଣ ମାନି ନେଉଛନ୍ତି ଯେ, ଯଦି ଆପଣ ଏହି ଦସ୍ତାବେରେ ଦିଆଯାଇଥିବା ସର୍ତ୍ତାବଳୀର ଉଲ୍ଲଙ୍ଘନ କରନ୍ତି, ଯେଉଁଥିରେ ଅନଧିକୃତ ପ୍ରବେଶ, କିମ୍ବା ସୂଚନା ପ୍ରଦାନ ଅନ୍ତର୍ଭୂକ୍ତ ଥାଏ;

  • ଆପଣ ତୁରନ୍ତ ଏହି ଉଲ୍ଲଙ୍ଘନ ବିଷୟରେ ୱିକିମେଡ଼ିଆ ପ୍ରକଳ୍ପକୁ ଜଣାଇବେ୤
  • ୱିକିମେଡ଼ିଆ ପ୍ରକଳ୍ପର ନିର୍ଦ୍ଦେଶ ଅନୁମତେ, ଆପଣ ନିଜ ପାଖରେ ଥିବା ସମସ୍ତ ବ୍ୟକ୍ତିଗତ ସୂଚନା ଡିଲିଟ୍ କରିବେ କିମ୍ବା ନଷ୍ଟ କରିବେ୤
  • ବ୍ୟକ୍ତିଗତ ସୂଚନା ଦେଖିବାର ଆପଣଙ୍କ ଅଧିକାରକୁ ବନ୍ଦ କରିଦିଆଯାଇ ପାରେ; ଏବଂ
  • ୱିକିମେଡ଼ିଆ ପ୍ରକଳ୍ପ ଆପଣଙ୍କ ବିରୋଧରେ ଅଦାଲତି ପ୍ରକ୍ରିୟା ଚାଲୁ କରିପାରେ, ଯେଉଁଥିରେ ଆପଣଙ୍କୁ ଦୋଷମୁକ୍ତ କରାଯାଇପାରେ, କିମ୍ବା ଯଦି ଆପଣ ସ୍ବେଚ୍ଛାରେ ଏହା କରିଥାନ୍ତି ତା ହେଲେ ଆପଣଙ୍କୁ ଆର୍ଥିକ ଦଣ୍ଡବିଧାନ ବି ହୋଇପାରେ୤

ଅନ୍ୟ ବ୍ୟବସ୍ଥା୤ ଆପଣ ମାନନ୍ତି ଯେ:

  • ଏହି ଦସ୍ତାବେଜ ଆପଣ ଏବଂ ୱିକିମେଡ଼ିଆ ପ୍ରକଳ୍ପ ଭିତରେ କୌଣସି ପ୍ରକାରର ଚାକିରୀ, ସଂସ୍ଥା, ସହଭାଗିତ କିମ୍ବା ସଂଯୋଗ ପ୍ରକଳ୍ପ କରାଏ ନାହିଁ୤
  • ଏହି ଦସ୍ତାବେଜ ଅନ୍ତର୍ଭୂକ୍ତ ଆପଣ ନିଜର ଅଧିକାର ଏବଂ ଦାୟିତ୍ବ ଅନ୍ୟକାହାକୁ ଦେଇପାରିବେ ନାହିଁ୤
  • ଆପଣ ବ୍ୟବହାର କରୁଥିବା ସମସ୍ତ ସୂଚନାର ସୁରକ୍ଷା ଦାୟିତ୍ବ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର, ଏବଂ ଆପଣଙ୍କ କାର୍ଯ୍ୟ ଏବଂ ସଦସ୍ୟତା ୱିକିମେଡ଼ିଆର ଅନ୍ୟ ସଦସ୍ୟଙ୍କ ଦ୍ବାରା ପରୀକ୍ଷା କରାଯାଇ ପାରେ; ଏବଂ
  • କାର୍ଲିଫର୍ଣ୍ଣିଆ ରାଜ୍ୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଆଇନ ଏହି ଦସ୍ତାବେଜ ପାଇଁ ପ୍ରଯୁଜ୍ୟ ହେବେ୤(ଆଇନର କୌଣସି ନିୟମକୁ ଅଣଦେଖା ନ କରି)

ଇଣ୍ଟରଫେସ୍

ନିଜ ନାମ ତଳେ ଟାଇପ କରିବା ଦ୍ବାରା, ଏବଂ ଚେକ୍ ବକ୍ସରେ କ୍ଲିକ୍ କରିବା ଦ୍ବାରା, ଏବଂ ସାଇନ୍ ଡକ୍ୟୁମେଣ୍ଟ ବଟନ ଚିପିବାପରେ ଆପଣ ଜଣାଇବାକୁ ଚାହାନ୍ତି ଯେ ଆପଣ ୱିକିମେଡ଼ିଆ ପ୍ରକଳ୍ପ ଏବଂ ଆପଣଙ୍କ ମଧ୍ୟରେ ହୋଇଥିବା ଏହି ଦସ୍ତାବେଜରେ ଦିଆଯାଇଥିବା ତଥ୍ୟ ବିଷୟରେ ଅଭିଜ୍ଞ ଏବଂ ଆପଣ ଏଥିରେ ଦିଆଯାଇଥିବା ତଥ୍ୟକୁ ମାନିବାକୁ ପ୍ରସ୍ତୁତ୤ ଅନ୍ୟ ସମସ୍ତ ଜିନିଷ ମଧ୍ୟରେ, ଆପଣ ନିଶ୍ଚିତ ଭାବରେ;

(୧) ବ୍ୟକ୍ତିଗତ ସୂଚନାକୁ ଏହି ଦସ୍ତାବେଜରେ ଦିଆଯାଇଥିବା ନିର୍ଦ୍ଦେଶାନୁଯାୟୀ ସର୍ବାଦୌ ଗୋପନୀୟ ରଖିବେ;
(୨) ଯଦି କୌଣସି ଆଇନ୍ କିମ୍ବା ଏହି ସମ୍ବନ୍ଧୀୟ କୌଣସି ସଂସ୍ଥାକୁ ବ୍ୟକ୍ତିଗତ ସୂଚନା ପ୍ରଦାନ କରନ୍ତି ତେବେ ଏହା ୱିକିମେଡ଼ିଆ ପ୍ରକଳ୍ପକୁ ଜଣାଈବେ; ଏବଂ
(୩) ୱିକିମେଡ଼ିଆ ଗୋପନୀୟତା ପଲିସୀ and the ବ୍ୟକ୍ତିଗତ ସୂଚନା ପ୍ରକାଶ ପଲିସୀ କୁ ମାନିବେ; ଏବଂ
(୪) ୱିକିମେଡ଼ିଆ ପ୍ରକଳ୍ପକୁ ଏକ ଚାଲୁ ଇ-ମେଲ୍ ଠିକଣା ପ୍ରଦାନ କରିବେ, ଯାହା ଆପଣଙ୍କ ଏକାଉଣ୍ଟ ସହ ସଂପୃକ୍ତ ଥିବ ଏବଂ ଆପଣ ସୂଚନା ବ୍ୟବହାର କରିବାପାଇଁ ଅଧିକାର ଚାହୁଁଥିବେ୤

Miscellaneous text for translation purposes

By typing your name below, clicking the check box, and clicking the "Sign Document" ("Sign Document") button below, you acknowledge that you have reviewed and agree both to this confidentiality agreement between you and the Wikimedia Foundation as well as the VRT confidentiality agreement. Among other things, you must:

General Confidentiality Agreement - Nonpublic personal data

VRTS Users Confidentiality Agreement - Nonpublic personal data

ନିବେଦନ